ପୁରୀ ଜିଲ୍ଲା ପିପିଲି ଦୁର୍ଗାଦାଶପୁର ପଂଚାୟତର ବନ୍ୟା ପ୍ରବଣ ଜଳଠୁଳ ଅଞ୍ଚଳରେ ଚମକ ଦେଖାଇଛି କୋଲକାତା ଗେଣ୍ଡୁଫୁଲ ଚାଷ । କେବେ ଜଳବହୁଳ ତ କେବେ ଜଳକଷ୍ଟ ପାଇଁ ଚାଷ ହେଉନଥିବା ଖାଲୁଆ ଜମିରେ ଫୁଲ ଚାଷ ଦେଖାଇଛି ଆଶା ।
#ArgusNews #GoodNews #Puri #Pipili #marigoldflower #marigoldcultivation #Odisha