ନୁଆଁ ନୁଆଁ ଉଦ୍ଭାବନ କରି ପ୍ରଶଂସା ସାଉଣ୍ଟୁଥିବା ବ୍ରହ୍ମପୁର ସରକାରୀ ଆଟିଟିଆଇ ଏଥର ଅଦରକାରୀ କଳଙ୍କି ଲୁହା ଓ କୃତ୍ରିମ ଘାସକୁ ବ୍ୟବହାର କରି ତିଆରି କରିଛି ସୁନ୍ଦର ସୁନ୍ଦର କଳାକୃତି । ଏହା ଶିକ୍ଷାନୁଷ୍ଠାନର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଛି । ଏଭଳି କୌଶଳ ଜରିଆରେ ବିଦ୍ୟାର୍ଥୀ ମାନେ ସ୍ୱାବଲମ୍ବୀ ହେବାର ସମ୍ଭାବନା ସୃଷ୍ଟି ହୋଇଥିବା ବେଳେ ଆଭ୍ୟନ୍ତରୀଣ ସାଜସଜ୍ଜାରେ ଅନୁରୂପ କୌଶଳ ଅନେକଙ୍କୁ ନିଯୁକ୍ତି ଦେବାର ବାଟ ଦେଖାଇଛି ।
#ArgusNews #Odisha #GoodNews #berhampur #ITI