ରାଜଧାନୀର ରାସ୍ତାକଡରୁ ଅଳିଆ ଗୋଟାଇ ପାଠ ପଢୁଛନ୍ତି କେ ଭାରତୀ ରେଡ୍ଡୀ । ପାଠ ନ ପଢିଲେ ସ୍ଥିତିର ପରିବର୍ତ୍ତନ ନାହିଁ ବୋଲି ଜଣେ ସାର ତାଙ୍କୁ କହିବା ପରେ କଠିନ ମେହନତ ସହିତ ଭାରତୀ ଦେଖୁଛନ୍ତି ଆଇ ପି ଏସ ହେବାର ସ୍ବପ୍ନ । ଭାରତୀ ଏବେ ବେଶ ଖୁସି । କାହିଁକି ନା ସେ ଚଳିତ ମାଟ୍ରିକ ପରୀକ୍ଷାରେ ୭୦ ପ୍ରତିଶତ ନମ୍ବର ରଖି ସ୍ୱପ୍ନର ନିକଟତର ହୋଇଛନ୍ତି । ଏବେ ତାଙ୍କର ଲକ୍ଷ ବଡ଼ କଲେଜରେ ପଢିବେ ,ଆଇ ପି ଏସ ବନିବେ
#GoodNews #Bharatireddy #education #dream #ArgusNews