ମଦକୁ ନାଁ କରିବାରୁ ୪ ଖଣ୍ଡ ଗାଁକୁ ଫେରିଛି ଶାନ୍ତି !
ରାଜ୍ୟରେ ମଦ ପାଇଁ ନାନା ପ୍ରକାର ବିଶୃଙ୍ଖଳା ଦେଖିବାକୁ ମିଳୁଥିବା ବେଳେ ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ୪ଟି ଦୁର୍ଗମ ଗାଁରେ ଲୋକେ ନିଶା ସେଵନରୁ ନିବୃତ୍ତ ରହି ସୃଷ୍ଟି କରିଛନ୍ତି ନିଆରା ନଜିର । ମଦ ରାନ୍ଧିବା ଓ ପିଇବା ଉପରେ କଟକଣା ହେବା ପରେ ଗାଁକୁ ଫେରିଛି ଶାନ୍ତି ଓ ଭାଇଚାରା । ଆଦିବାସୀ ଗାଁର ଏଭଳି ନିଶା ନିବାରଣ ସୃଷ୍ଟି କରିଛି ଅନନ୍ୟ ଉଦାହରଣ
#ArgusNews #GoodNews #Berhampur #alcoholfree #Odisha