#ଜେଲ_ଗଲେ_ଗୋପାଳ_ଦାସ
ଜେଲ ଗଲେ ASI ଗୋପାଳ ଦାସ। ଜାମିନ ନାମଞ୍ଜୁର ହେଲା ପରେ ତାଙ୍କୁ ଜେଲ ପଠା ଯାଇଛି। 7 ଦିନିଆ ରିମାଣ୍ଡର ପାଇଁ ଆବେଦନ କରିଥିବା ସୂଚନା ଦେଲେ ଝାରସୁଗୁଡା ଏସପି ରାହୁଲ ଜୈନ। ଝାରସୁଗୁଡା ସବ ଜେଲ ହାଜତକୁ ଗଲା ଅଭିଯୁକ୍ତ ଗୋପାଳ ଦାସ....।
#ArgusNews #Gopaldas #jail #NabaDas #BailDenied #CrimeBranch #investigation #Odisha