#ପୁଣି_ଚର୍ଚ୍ଚାରେ_ଗୋପବନ୍ଧୁ_ଦାଶ
#ଗୋପବନ୍ଧୁଙ୍କ_ନାଁରେ_ଆସିଲା_ସାଂଘାତିକ_ଅଭିଯୋଗ
ଗଞ୍ଜାମ ରଙ୍ଗେଇଲୁଣ୍ଡା ବ୍ଲକରେ ଗୋପବନ୍ଧୁଙ୍କ ବିନା ଇଶାରାରେ ବହେନି ପବନ । ରଙ୍ଗେଇଲୁଣ୍ଡାରେ ଅଦୃଶ୍ୟ ଶକ୍ତିର ଅଧିକାରୀ ବାବୁ ଗୋପବନ୍ଧୁଙ୍କ ରାଜ୍ ! ଏଥର ସଙ୍ଗୀନ ଅଭିଯୋଗ ହେଲା ଯେ, ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି ଏହି ସରକାରୀ ବାବୁ । ଜଣେ ସୂଚନା ଅଧିକାର କର୍ମୀଙ୍କୁ ଅପହରଣ ଓ ହତ୍ୟା ଧମକ ପଛରେ ଗୋପବନ୍ଧୁଙ୍କ ହାତ ଥିବା ଅଭିଯୋଗ ହୋଇଛି ।
#Ganjam #Alligation #abduction #Rangeilunda #protecting #Odisha #ArgusNews