ମଧୁର ଜଳ ସଂରକ୍ଷଣ ନାଁରେ ଟଙ୍କା ହରିଲୁଟ୍ । ମୁକ୍ତା ଯୋଜନାରେ ଖାଇ ଯାଉଛନ୍ତି ଅର୍ଥ । କାର୍ଯ୍ୟାଦେଶ ରହିଛି ଏସଏଚଜି ନାଁରେ, ହେଲେ ନିମ୍ନମାନର କାମ କରି ମାଲେମାଲ ହେଉଛନ୍ତି ଠିକାଦାର ଓ ଅଧିକାରୀ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳରେ ମଧୁର ଜଳ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ମୁକ୍ତା ଯୋଜନା ଆରମ୍ଭ କରିଛନ୍ତି ।
#MuktaYojana #Freshwaterconservation #allegations #contractor #MoneyLoot #Angul #Athmallik #Odisha #ArgusNews