ସରକାରୀ କାର୍ଯ୍ୟକ୍ରମ ନା ଦଳୀୟ ସଭା !
ସରକାରୀ କାର୍ଯ୍ୟକ୍ରମରେ ପଡିଲା ବିଜେଡି ନାରା । ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଉପସ୍ଥିତରେ ସମସ୍ତ ନିୟମ କାନୁନକୁ ଫୁ । ବିବାଦକୁ ଆସିଛନ୍ତି ପୁଣିଥରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ । ଆଉ ରୋହିତଙ୍କ ଉପସ୍ଥିତରେ କରାଯାଇଛି ବେଆଇନ୍ କାମ
#ArgusNews #Cuttack #Banki #RohitPujhari #BJD #Odisha