ସହାୟତା ଅପେକ୍ଷାରେ ମୁକୁନ୍ଦ । ବଲାଙ୍ଗିର ଜିଲ୍ଲା ଲୋଇସିଂହା ମିର୍ଦ୍ଧାପଡାରେ ମୁକୁନ୍ଦ ପ୍ରଧାନ ତିନି ବର୍ଷ ହେଲା ପକ୍ଷାଘାତ ରୋଗରେ ଶର୍ଯ୍ୟାଶାୟୀ । ଏହି ବୟସରେ ଏକମାତ୍ର ଆଶାବାଡି ପାଲଟିଛନ୍ତି ପତ୍ନୀ ।
#Bolangir #Loisingha #Helpless #Paralysis #patient #MukundaPradhan #RadheshyamHati #Odisha #ArgusNews