ମମିତା ମେହେର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କର ମୃତ୍ୟୁ ନେଇ ସନ୍ଦେହ ପ୍ରକାଶ କଲେ ଓକିଲ ଦୁର୍ଗା ପାଢୀ । ସେ ପହଞ୍ଚିବା ବେଳକୁ ଗୋବିନ୍ଦଙ୍କର ନିଶ୍ବାସ ଚାଲୁଥିବା ଭଳି ଲାଗୁଥିଲା, ଏପରିକି ହାତ ଗୋଡ ବି ହଲୁଥିଲା ବୋଲି କହିଛନ୍ତି ଦୁର୍ଗା।
#ArgusNews #MamitaMurderCase #Govindasahu #DeathCase #Advocate #DurgaPadhi #Odisha