#ସରକାରୀ_ଯୋଜନା_ପାଲଟିଛି_ସାତ_ସପନ
ବୌଦ୍ଧ ଜିଲ୍ଲାର ଉପାନ୍ତ ଅଂଚଳର ଟିକରପଡା ପଂଚାୟତର ଲାକଡ଼ପାଯୁ ଗ୍ରାମରେ ସରକାରୀ ଯୋଜନା ସାତ ସପନ । ନା ଅଛି ଭଲ ରାସ୍ତା ନା ପିଇବା ପାଣି ନା ରହିଛି ମୋବାଇଲ ନେଟୱର୍କ । ରାସ୍ତାର ଅବସ୍ଥା ଏମିତି ହୋଇଛି ଗର୍ଭବତୀ ମହିଳାମାନଙ୍କୁ ଖାଟିଆରେ ବୋହିକି ନେଇଥାନ୍ତି ଲୋକମାନେ, ସାଇକେଲ ତ ଦୂରର କଥା ଚାଲିକିବି ଯିବା ଆସିବ କଷ୍ଟକର ହୋଇପଡିଛି ।ପିଇବା ପାଣି ପାଇଁ ନାଲର ଚୁଆପାଣି ଉପରେ ଭରସା କରନ୍ତି ଗ୍ରାମବାସୀ ।
#boudha #tikirapana #Govt #developmentissue #waterissue #networkissue #Roadissue #Odisha #ArgusNews