#ଉପାନ୍ତ_ଅଞ୍ଚଳରେ_ବିକାଶ_ସାତ_ସପନ
#ଘଞ୍ଚ_ଜଙ୍ଗଲରେ_ବିତୁଛି_ଜୀବନ
ରାସ୍ତା ଅବସ୍ଥା ଏଭଳି ହୋଇଛି ସାଇକେଲ ତ ଦୂରର କଥା ଚାଲିକି ଯିବା ଆସିବା ଅସମ୍ଭବ ହୋଇପଡିଛି । ବୌଦ୍ଧ ଜିଲ୍ଲାର ଉପାନ୍ତ ଅଂଚଳର ଟିକରପଡା ପଞ୍ଚାୟତର ଲାକଡ଼ପାଯୁ ଗାଁରେ ସରକାରୀ ଯୋଜନା ସାତ ସପନ । ନା ଅଛି ଭଲ ରାସ୍ତା ନା ପିଇବା ପାଣି ନା ରହିଛି ମୋବାଇଲ ନେଟୱର୍କ ।
#development #Boudh #lakodpaju #Roadissue #networkissu #waterissu #Odisha #ArgusNews