#ଗାଦି_ମାଡି_ବସିଛନ୍ତି_ସରକାରୀ_ବାବୁ
#ସତେ_ଯେମିତି_ବାବୁମାନଙ୍କର_ଛାଡୁନାହିଁ_ବାଲେଶ୍ୱର_ମୋହ
୧୦ ରୁ୧୨ ବର୍ଷ ଧରି ଗୋଟିଏ ଗୋଟିଏ ସ୍ଥାନରେ ବାବୁ ମାନେ କାର୍ଯ୍ୟ କରୁଥିଲେ ହେଁ ସେମାନଙ୍କର ହେଉନାହିଁ ବଦଳି । ଆଉ ସୂଚନା ଅଧିକାର ଆଇନ ବଳରେ ଏହାର ହୋଇଛି ବଡ ଖୁଲାସା । ଆଉ ପଦାରେ ପଡିଛି ମୋ ସରକାରରେ ଚାଲିଥିବା ପ୍ରୀୟାପ୍ରୀତି ତୋଷଣ ।
#Balesore #Govtjob #RTI #MoSarakar #Transfer #Odisha #ArgusNews