ବାଲେଶ୍ୱରରୁ ଅଜା ଭାଗବତ ବେହେରାଙ୍କୁ ଧରି ଚିକିତ୍ସା ଲାଗି ଗତ ୧୧ ତାରିଖ ଦିନ ଭୁବନେଶ୍ୱର ଏମ୍ସକୁ ଆସିଥିଲେ ହରିଶ୍ଚନ୍ଦ୍ର ବେହେରା । ଅଜାଙ୍କୁ ଧାଡ଼ିରେ ଛିଡ଼ା କରି ଟିକେଟ୍ କରିବାକୁ ଯାଇଥିଲେ । ତା’ପରଠାରୁ ସେ ଆଉ ଅଜାଙ୍କୁ ପାଉନାହାନ୍ତି। ୧୧ତାରିଖରୁ ସେ ଅଜାଙ୍କୁ ଖୋଜୁଛନ୍ତି । କେହି ସହୃଦୟ ବ୍ୟକ୍ତି କୌଣସି ତଥ୍ୟ ଜାଣିଥିଲେ ତାଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ହରିଶ୍ଚନ୍ଦ୍ର ।
#Bhubaneswar #AIIMS #Missing #Odisha #ArgusNews