#ଖରାପ_ରାସ୍ତାରେ_ବି_ଆରାମରେ_ଯାଉଛି_ଗାଡି
ଜ୍ୟୋତି ମୋଟର୍ସ ପକ୍ଷରୁ ଆଶାୟୀ ଗ୍ରାହକ ଏବଂ ଅଫ୍ ରୋଡିଂ ଉତ୍ସାହୀମାନଙ୍କ ପାଇଁ ନେକ୍ସା ତରଫରୁ ଗ୍ରାଣ୍ଡ ଭିଟାରା ସହିତ ଅଫ୍ ରୋଡିଂ ଅଭିଜ୍ଞତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନେକ୍ସା ପକ୍ଷରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ସାରା ଓଡ଼ିଶାରେ ପ୍ରଥମ...।
#ArgusNews #GrandVitara #offroading #NEXA #MarutiSuzuki #Bhubaneswar #Odisha