କୃଷି ବିଭାଗ ତରଫରୁ ଚାଷୀ ମାନଙ୍କ ପାଇଁ ଆସିଥିବା ଘାସ ବଛା ଯନ୍ତ୍ରକୁ ଲୁଟ ଉଦ୍ୟମ। ଚାଷୀଙ୍କୁ ନ ଦେଇ ଜଳେଶ୍ଵର କୃଷି ବିଭାଗ ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଛି। ଚୋରା ଚାଲାଣ ବେଳେ ଯନ୍ତ୍ରପାତି ନେଉଥିବା ଗାଡ଼ିକୁ ଅଟକାଇଥିଲେ ସ୍ଥାନୀୟ ଲୋକେ।
#Balasore #Jaleswar #grassmachine #Looting #AgricultureDepartment #Farmers #Odisha #ArgusNews