#ମହାବିବାଦରେ_ମହାନଦୀ !
ଛତିଶଗଡର ବେଆଇନ ବ୍ୟାରେଜ ପରେ ବି ଅଣମୌସୁମୀରେ ଓଡ଼ିଶା ମହାନଦୀରୁ ଆବଶ୍ୟକ ପାଣି ପାଉଛି । ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ଏହି ବୟାନ ମହାନଦୀ ମହାବିବାଦରେ ନୂଆ ଟ୍ଵିଷ୍ଟ ଆଣିଛି । ସର୍ବୋଚ୍ଚ ଯନ୍ତ୍ରୀ କହୁଛନ୍ତି ମହାନଦୀରୁ ଆମେ ଆବଶ୍ୟକ ଅନୁସାରେ ପାଣି ପାଉଛୁ ।
#Chhattisgarh #Mahanadiriver #WaterProblem #Govt #Odisha #ArgusNews