GRP ପୋଲିସ ପଇସା ଖାଇ କହୁଛି ଆଦିତ୍ୟ ସୁଇସାଇଡ କରିଛନ୍ତି । ବଡଠାକୁର ସରକାରଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ । ଅନେକଙ୍କ ପାଇଁ ଶ୍ରବଣ କୁମାର ପାଲଟି ଥିବା ଆଦିତ୍ୟଙ୍କ ହତ୍ୟାକାରୀକୁ ଧରା ଯାଉ : ଆଦିତ୍ୟଙ୍କ ମା'।
#AdityaDasDeathCase #Bidyashree #Investigation #Crimebranch #Odisha #ArgusNews