#ଭିଜିଲାନ୍ସ_ଜାଲରେ_GRS
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର କଳାରାହାଙ୍ଗ ଗ୍ରାମପଞ୍ଚାୟତର GRS ବାବୁଲି ଚରଣ ପଢିହାରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଏକକାଳୀନ ୬ଟି ଜାଗାରେ ଚଢାଉ ହୋଇଛି ।
#Vigilance #raid #GRS #Bhubaneswar #KalarahangPanchayat #odisha #ArgusNews