ପଦ୍ମପୁର ଠାରେ GST କର୍ମଚାରୀଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ କରିଥିବା ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଓଡିଶା ଅର୍ଥସେବା ଅଧିକାରୀ ସଙ୍ଘ ପକ୍ଷରୁ ଦାବି, ଆଜି ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଦାବି ପତ୍ର ଦେଲା ସଙ୍ଘ। GST ରେଡ ବେଳେ ଯେଉଁଭଳି ଆକ୍ରମଣ କରାଗଲା ଏହାକୁ ନିନ୍ଦା କରୁଛି ସଙ୍ଘ.....।
#ArgusNews #GSTOfficer #attacked #padampur #DemandLetter #Bhubaneswar #Odisha