#ଏପ୍ରିଲ_୨୯ରୁ_ଆରମ୍ଭ_ହେଉଛି_ମାଟ୍ରିକ_ପରୀକ୍ଷା
#୩ଟି_ପଦ୍ଧତିରେ_ହେବ_ପରୀକ୍ଷା_ମୂଲ୍ୟାଙ୍କନ
ଗ୍ରୀଷ୍ମ ପ୍ରବହକୁ ଦୃଷ୍ଟିରେ ରଖି ସକାଳ ୮ରୁ ୧୦ ଟା ଯାଏ ପରୀକ୍ଷା କରାଯିବ। ପରୀକ୍ଷା ସମୟ ୨ ଘଂଟା ରହିବ। କେବଳ ଗଣିତ ବିଷୟ ପାଇଁ ଅଧିକ ୧୫ ମିନିଟ ସମୟ ଦିଆଯିବ। ୮୦ ମାର୍କର ପରୀକ୍ଷାରୁ ୫୦ ମାର୍କ ସଂକ୍ଷିପ୍ତ ବିଷୟ ବସ୍ତୁ ଏବଂ ୩୦ ମାର୍କର ଦୀର୍ଘ ଉତ୍ତରମୂଳକ ପରୀକ୍ଷା ହେବା ନେଇ ନୋଟିସ ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ ।
#matricexam2022 #April #CouncilforSecondaryEducation #MatricStudent #Odisha #ArgusNews