#ଗୁଜରାଟରେ_ରେକର୍ଡ_ସପ୍ତମ_ପାଳି
#ସପ୍ତମ_ଥର_ସରକାର_ଗଢିଛି_ବିଜେପି
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ପୂପେନ୍ଦ୍ର ପଟେଲ । ଗୁଜରାଟରେ ଭୂପେନ୍ଦ୍ର ସରକାର ୨.୦ । ଗାନ୍ଧି ଓ ପଟେଲଙ୍କ ମାଟିରେ ଐତିହାସିକ ବିଜୟ ପରେ ଆଜି ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ । ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
#ArgusNews #Gujarat #OathCeremony #ChiefMinister #BhupendraRajnikantPatel #BJP