ଚାଲିଗଲା ବାତ୍ୟା , ଦେଇଗଲା ଦୁଃଖ । ଗୁଲାବ ପ୍ରଭାବରେ ଉଜୁଡିଲା ୩୦୦ଏକରରୁ ଉର୍ଦ୍ଧ୍ବ ମକା ଫସଲ ! ଅମଳ ସମୟରେ ମାଟିରେ ମିଶିଲା ଫସଲ । ବର୍ଷକର କଷ୍ଟକୁ ଉଜାଡି ଦେଲା ବାତ୍ୟା । ଏବେ ଚିନ୍ତାରେ ମକା ଚାଷୀ ।
#Nabrangpur #cycloneeffect #CycloneGulab #destroys #FarmersProblem #CornFarmer #CropDamage #Odisha #ArgusNews