କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକର ବଜରଙ୍ଗ ଦଳର ସହ ସଂଯୋଜକ ଲଷ୍ମଣ ମଲ୍ଲିକ ଙ୍କୁ ଗୁଳି ମାଡ଼। କେନ୍ଦ୍ରାପଡ଼ା ଜିଲ୍ଲାରେ ବେଆଇନ ଗୋ ଚାଲାଣ କୁ ବିରୋଧ କରିବାରୁ ଗୁଳି ମାଡ଼ ହୋଇଛି। ମଧ୍ୟାହ୍ନ ୩ଟା ସମୟରେ ମହାକାଳପଡ଼ା ପେଟ୍ରୋଲ ପମ୍ପ ନିକଟରେ ଥିବା ହୋଟେଲରେ ଲଷ୍ମଣ ଭୋଜନ ସାରି ଫେରୁଥିବା ବେଳେ ଏକ ବୁଲେଟରେ ଦୁଇ ଜଣ ଯୁବକ ଲଷ୍ମଣଙ୍କୁ ଫାଇରଙ୍ଗ କରି ଫେରାର ହୋଇଯାଇଥିଲେ ।
#Kendrapada #Mahakalpada #BAJRANGDAL #Gunshot #odisha #ArgusNews