#ଶିଳ୍ପୀଙ୍କ_ହାତ_ସ୍ପର୍ଶରେ_ସୁନ୍ଦର_କାରୁକାର୍ଯ୍ୟ
#ନିର୍ଜୀଵ_ପଥର_ହୋଇଉଠୁଛି_ଜୀବନ୍ତ
ଯୁବ ଶିଳ୍ପୀଙ୍କ ହାତ ସ୍ପର୍ଶରେ ସତେ ଯେମିତି ନିର୍ଜୀଵ ପଥର ହୋଇଉଠୁଛି ଜୀବନ୍ତ । ପଥର ମୂର୍ତ୍ତି ତିଆରି ପ୍ରତି ଯୁବକଙ୍କ ପ୍ରବଳ ଆଗ୍ରହ l ମାତ୍ର ଏବେ ଲୋଡା ଟିକେ ଆର୍ଥିକ ସହାୟତା । କୋରାପୁଟରୁ ଦେଖିବା ଏହି ରିପୋର୍ଟ ।
#ArgusNews #handcrafted #stoneart #Koraput #craftsman #sculpture #OdishaGovt #Bariaguda