ସୈନିକ ଭାଇଙ୍କ ପାଇଁ ସ୍ନେହର ରାକ୍ଷୀ
ଭଗବାନ ସେମାନଙ୍କୁ ଦିବ୍ୟାଙ୍ଗ କରିଛନ୍ତି ସତ, କିନ୍ତୁ ସେମାନଙ୍କ ଭିତରେ ଭରି ଦେଇଛନ୍ତି ଅନନ୍ୟ ପ୍ରତିଭା ଏବଂ କାର୍ଯ୍ୟ କରିବାର ସ୍ପୃହା । ଯବାନଙ୍କ ପାଇଁ ରାକ୍ଷୀ ତିଆରି କରୁଛନ୍ତି ଏହି କୁନିକୁନି ଦିବ୍ୟାଙ୍ଗ ପିଲାମାନେ । ଦେଖନ୍ତୁ କିପରି ମନଧ୍ୟାନ ଦେଇ ସେମାନେ ତିଆରି କରୁଛନ୍ତି ରାକ୍ଷୀ ।
#passion #rakhi #handicapped #childrens #specialchild #training #talent #ArgusNews