#35ବର୍ଷର_ପରମ୍ପରାରେ_ଲାଗିଲା_ରୋକ୍
#ହନୁମାନ_ଜୟନ୍ତୀ_ଶୋଭାଯାତ୍ରାରେ_ଖଣ୍ଡାବୁଲା_ଉପରେ_କଟକଣା
ଏଥର ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ବୁଲ ଯିବନି ଖଣ୍ଡା। 1987 ମସିହାରୁ ଚାଲିଆସୁଥିବା ଏହି ପରମ୍ପରାକୁ ବନ୍ଦ କରିଦେଇଛି ଜିଲ୍ଲା ପ୍ରଶାସନ। ଶହ ଶହ ସନାତନୀଙ୍କୁ ଆଘାତ ଦେଇଛି ସମ୍ବଲପୁର ଜିଲ୍ଲା ପ୍ରଶାସନର ନିଷ୍ପତ୍ତି।
#ArgusNews #hanumanjayanti #OdiaCulture #DistrictAdministration #Sambalpur #Odisha