#ପୁଣି_ଫେରିଲା_କି_ରାଗିଂ_ରୋଗ ?
#କଲେଜ_ଗୁଡିକରେ_କାମ_କରୁଛି_ତ_ଆଣ୍ଟି_ରାଗିଂ_ସେଲ୍ ?
ଯାଜପୁର ସରକାରୀ ପଲିଟେକନିକର ୩ୟ ବର୍ଷ ଇଞ୍ଜିନିୟରିଂ ଛାତ୍ରୀ ରୋଜାଲିନଙ୍କ ଆତ୍ମହତ୍ୟା ପରେ ଉଠିଛି ପ୍ରଶ୍ନ ।….ରାଗିଂ ନେଇ ଜାଣିଥିଲେ କି କଲେଜ କର୍ତ୍ତୃପକ୍ଷ ?
#ArgusNews #Ragging #StudentDeath #College #Jajpur #Odisha