#ମଦ_ପିଇଲେ_ମାତାଲ_ହେଲେ_ତା_ପରେ_ବାଡିଆପିଟା
ଶ୍ରୀୟା ଛକ ରେ ଗଣ୍ଡଗୋଳ । ମଦ୍ୟପ ଯୁବକଙ୍କ ଉନ୍ମୁକ୍ତକାଣ୍ଡ ।ଏହି ଗଣ୍ଡଗୋଳରେ ବାପି ସାହୁ ଗୁରୁ ତର ଭାବରେ ଆହତ ହୋଇଛନ୍ତି । ୩ ଜଣ ସାଙ୍ଗ ଭିତରେ ଗଣ୍ଡଗୋଳ ହୋଇଥିଲା । ମଦ ପିଇବା ପରେ କୌଣସି କାରଣରୁ ୩ ଜଣଙ୍କ ମଧ୍ୟରେ ଝଗଡା ହୋଇଥିଲା
#bhubneshwar #Riots #Odisha #ArgusNews