ତାଙ୍କୁ ଯେତେବେଳେ ୧୮ ବର୍ଷ ବୟସ ,ସେତେବେଳେ ପାଖରେ ଥିଲା ମାତ୍ର ୫୦ ଟଙ୍କାର ସଂଚୟ । ୧୧ ବର୍ଷ ପରେ ଅର୍ଥାତ ୨୯ ବର୍ଷ ବୟସରେ ସେ ମାସକୁ ୧୦ ଲକ୍ଷରୁ ଅଧିକ ପାଉଛନ୍ତି ଦରମା । କମ ବୟସର ଏହି କୋଟିପତି ହେଉଛନ୍ତି ରିତେଶ ଅଗ୍ରୱାଲ । ବୟସ ତାଙ୍କୁ ତିରିଶି ଛୁଇଁନି । କିନ୍ତୁ ସେ ପାଲଟି ଯାଇଛନ୍ତି ବିଶ୍ୱର ସର୍ବ କନିଷ୍ଠ ବିଲୟନେୟାର
#Bhubaneswar #GoodNews #OYO #riteshagarwal #Odisha #Rayagada #OdishaNews #ArgusNews