କେନ୍ଦ୍ରାପଡ଼ାର ବୁଲେଟ ରାଜା ପ୍ରକାଶ ନାୟକ | ଚେହେରା ଯେମିତି, ସାହସ ବି ତା ଠୁଁ ଅଧିକ | ଲୁଟେରାଙ୍କ ସହ ଦୀର୍ଘ ଏକ ଘଣ୍ଟା ଲଢେଇ କରିବାପରେ ଏକ ସୁନା ଚେନ ସିନା ହରେଇଛନ୍ତି, କିନ୍ତୁ ସାହସ ବଳରେ ନିଜ ଅମୁଲ୍ୟ ଜୀବନ ବଂଚେଇ ପାରିଛନ୍ତି ପ୍ରକାଶ |
#ArgusNews #Loot #Kendrapada #Odisha