Headlines 10AM | 20th September 2021 | Argus News
+ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା, ଭୁବନେଶ୍ବରରେ ପହଁଚିଲେ ବିଦ୍ୟାଭାରତୀ
+ମୁକୁଳା ଡେନ୍ରୁ ଛାତ୍ର ନିଖୋଜ ଘଟଣା,19ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ
+ପଦାରେ ପଡିଲା ନଗର ଉନ୍ନୟନ ମନ୍ତ୍ରୀଙ୍କ ଡାହା ମିଛ
+ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରରେ ରାଜ୍ୟରେ ବର୍ଷା ଜାରି
+ ଉପନିର୍ବାଚନ ପାଇଁ ପିପିଲିରେ ଆଜିଠୁ ଆରମ୍ଭ ପ୍ରଚାର ପକ୍ରିୟା
#Headlines #TopHeadlines #Odisha #ArgusNews #HeadlinesToday