Headlines 11am ||
- ରାଜ୍ୟରେ 24 ଘଣ୍ଟାରେ 3 ହଜାର 222 ପଜିଟିଭ
- କଟକଣା ଭିତରେ ଖୋଲୁ ଜିମ୍
- ଜମ୍ମୁ-କଶ୍ମୀର ପୁଲୱାମାରେ ଏନକାଉଣ୍ଟର ଜାରି, ଜଣେ ଯବାନ ସହିଦ
- ଦ୍ବିତୀୟ ଦିନରେ ଚାଷୀଙ୍କ ପାଇଁ ବିରୋଧୀଙ୍କ ହଲ୍ଲାବୋଲ
- ବଢ଼ିଲା ବଂଶଧରା ଜଳ ବିବାଦ
- ବାଲେଶ୍ବର ନୀଳଗିରିରେ ହାତୀ ଆତଙ୍କ
#ArgusNews #Odisha #Headlines #ArgusNewsTV #ArgusTV #UpdateNews #ArgusUpdateNews