|| HEADLINES 2 PM ||
- ବାତିଲ୍ ହେବ କି ଯୁକ୍ତ 2 ପରୀକ୍ଷା ?... ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ…
- ନବୀନ ନିବାସ ସମ୍ମୁଖରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ...
- ରାଜ୍ୟରେ କରୋନା ଡେଥର ଅଲୋଡା ରେକର୍ଡ...
- ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆସିଲା ରଥ ଦଉଡି...
- ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ...
#ArgusNews #ArgusTv #Odisha #Headlines