Headlines 6pm | 12 Nov 2022 | Argus News
+ଟିଏମସି ନେତାଙ୍କ ରାଷ୍ଟ୍ରପତିଙ୍କୁ ଅପମାନ ସୂଚକ ମନ୍ତବ୍ୟ ଘଟଣା
+ମହାମହିମଙ୍କ ଅପମାନଙ୍କୁ ନେଇ ସାରା ଦେଶରେ ବିରୋଧର ସ୍ବର
+ରାଜଧାନୀରେ ଅପରେସନ ହ୍ବାଇଟ୍ ସ୍ପାଇଡର୍
+ ଖୋଲୁଛି ଖଗେଶ୍ଵର କଳା ସାମ୍ରାଜ୍ୟର ଗୁମର ପେଡ଼ି
+ ସାଇକେଲ ଚାଳନା ପାଇଁ ଲୋକଙ୍କୁ ଆକୃଷ୍ଠ କରିବାକୁ ନିଆରା ପ୍ରୟାସ
#Headlines #Odisha #ArgusNews