HEADLINES 6PM | 2 NOV 2021 | Argus News
+ପଦ୍ମପୁର ଅଞ୍ଚଳରେ ଚଢାଉ କଲା ଜଗତପୁର ଥାନା ପୋଲିସ
+ପୁଣି ରାଜଧାନୀରୁ ଧଳାଜହର ଜବତ
+ବାଦାମବାଡ଼ି ଛକରେ ଥିବା KFC ଉପରେ ଚଢାଉ
+କାହିଁକି ଓଡ଼ିଶା ତିଆରି କରିପାରୁନି ଅନ୍ତର୍ଜାତୀୟ କ୍ରିକେଟର ?
+ଆଜି ଧନତେରାସ, ଧନର ଦେବତା ଧନ୍ବନ୍ତରୀଙ୍କ ପୂଜାର୍ଚ୍ଚନା
+ସବୁଜ ବାଣକୁ ଅନୁମତି ପରେ ଲୋକଙ୍କ ମଧ୍ୟରେ ଉତ୍ସାହ
#Headlines6pm #HeadlinesToday #TopHeadlines #Odisha #ArgusNews #Diwali #GreenCrackers #BrownSugar #Drugs