Headlines 7am | 1 Dec 2022 | Argus News
+ପଦମପୁର ପାଇଁ ସମରସଜ୍ଜା
+ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ଆଜି ପ୍ରଥମ ପର୍ଯ୍ୟାୟ ମତଦାନ
+ଆଜି G-୨୦ ଅଧ୍ୟକ୍ଷ ପଦ ଗ୍ରହଣ କରିବ ଭାରତ
+ଆଜିଠୁ ଦେଶରେ ପରୀକ୍ଷାମୂଳକ ଭାବେ ପ୍ରଚଳନ ହେବ ଡିଜିଟାଲ ରୂପି
+ ଖସୁଛି ପାରଦ, ଥରାଉଛି ଜାଡ
#ArgusNews #Headlines #Odisha #MorningHeadlines #TodayHeadlines