Headlines 7AM | 6 Jun 2022 | ArgusNews
+ ଆଜି ଦିଲ୍ଲୀରେ ଆଇକନିକ ସପ୍ତାହ ସମାରୋହର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
+ ଶୀତଳ ଷଷ୍ଠୀ ଯାତ୍ରାକୁ ନେଇ ଦୁଲୁକୁଛି ପଶ୍ଚିମ ଓଡିଶା
+ ନବୀନ ନିବାସରେ ନୂଆ ମନ୍ତ୍ରୀଙ୍କ ସହ ନବୀନଙ୍କ ଆଲୋଚନା
+ ସମୂହ ଇସ୍ତଫା ପରେ ନୂଆ ମନ୍ତ୍ରୀମଣ୍ଡଳର ଶପଥ
+ ଉପକୂଳରେ ଆଶ୍ବସ୍ତି, ଅସହ୍ୟ ତାତିରେ ଭାଜି ହେଉଛନ୍ତି ପଶ୍ଚିମ ଓଡିଶା ବାସୀ
#Headlines #HeadlinesToday #TopHeadlines #Odisha #ArgusNews