Headlines 7pm | 18 May 2022 | ArgusNews
+ଏମାର ତଳୁ ଗଙ୍ଗବଂଶର ଭଗ୍ନ ସିଂହ ମିଳିବା ପରେ କାଠଗଡାରେ ରାଜ୍ୟ ସରକାର
+ ବିଜୁଳି ସମସ୍ୟାକୁ ନେଇ ବିଧାନସଭା ଷ୍ଟାଣ୍ଡିଂ କମିଟିରେ ଉଦବେଗ
+ ଦଶମ ପରେ ନବମ ପରୀକ୍ଷା ଦେଲେନି ୧୪ହଜାର ଛାତ୍ରଛାତ୍ରୀ
+ ରାଜ୍ୟରେ ହୁଗୁଳା ଆଇନଶୃ୍ଙ୍ଖଳା
+ ବରପଦା ଲୁଟ୍ ପାର୍ଟ-୨
+ବ୍ରଜରାଜନଗର ବିଗ ଫାଇଟ୍,ଜମିଲା ପ୍ରଚାର
+ କାହିଁକି ହିଂସ୍ର ହେଉଛନ୍ତି ବିଧାୟକ ବ୍ରଜ ପ୍ରଧାନ ?
+ସତ୍ୟ ସାମ୍ନାକୁ ଆସିବ ନା ଆଇନ ସତ୍ୟର ରାସ୍ତାକୁ ଆସିବ
#Headlines #EveningHeadlines #Odisha #ArgusNews