Headlines 7pm | 23 Mar 2023 | Argus News
+ମନମୋହନ ସାମଲଙ୍କ ନେତୃତ୍ବରେ ୨୦୨୪ ଫାଇନାଲ ଫେସ୍ କରିବ ବିଜେପି
+ଶବ୍ଦର ଲକ୍ଷ୍ମଣରେଖା ଡେଇଁଥିବା ରାହୁଲ ଗାନ୍ଧିଙ୍କୁ ଶାସ୍ତି
+ ରାଜ୍ୟରେ ବେଧଡ଼କ, ବେଲଗାମ ହାତୀମୃତ୍ୟୁକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବେଗ
+କେନ୍ଦୁପତ୍ର ତୋଳାଳିଙ୍କୁ ଧୋକା, ଦୋଛକିରେ ଜଙ୍ଗଲ ଆଧାରିତ ଜୀବନ ଜୀବିକା
+ ସୀମାନ୍ତରେ ସ୍କୁଲଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର
#ArgusNews #Headlines #EveningHeadlines #TopHeadlines #Odisha