Headlines 9.30am | 20 Oct 2022 | Argus News
+ ଘୂର୍ଣ୍ଣିବଳୟ କେନ୍ଦ୍ରୀଭୂତ ପରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ
+ଧାମନଗର ରାଜନୀତି ପାଇଁ ବଢ଼ୁଛି ତାତି
+ କୋରାପୁଟ କୋଟିଆରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ
+ ଜାତିସଂଘ ରିପୋର୍ଟ ଖୋଲିଦେଲା ରାଜ୍ୟ ସରକାରଙ୍କ ଗରିବୀ ଦୂରୀକରଣର ଅସଲ ମୁଖା
+ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁଜରାଟ ଗସ୍ତର ଦ୍ବିତୀୟ ଦିନ
+ ଋଷ-ୟୁକ୍ରେନ ଘମାଘୋଟ ଯୁଦ୍ଧ ଭିତରେ ତୁରନ୍ତ ୟୁକ୍ରେନ ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ
#Headlines #Odisha #ArgusNews