Headlines 9AM | 20th September 2021 | Argus News
+ ପଞ୍ଜାବର ନୁଆ ମୁଖ୍ୟମନ୍ତ୍ରୀ ହେବେ ଚରଣଜିତ ସିଂହ
+ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି
+ଡ୍ରେନରେ ଭାସିଗଲେ ଛାତ୍ର...ଘଟଣାର 18ଘଣ୍ଟା ପରେ ବି ନାବାଳକ ଛାତ୍ରଙ୍କ ମିଳୁନି ପତ୍ତା
+ପଦାରେ ପଡିଲା ନଗର ଉନ୍ନୟନ ମନ୍ତ୍ରୀଙ୍କ ଡାହା ମିଛ
#Headlines #TopHeadlines #Odisha #ArgusNews