#ବିଜୁ_ସ୍ବାସ୍ଥ୍ୟକାର୍ଡ_କାହା_ପାଇଁ?
#ବାଟବଣା_ସରକାରୀ_ଯୋଜନା
ବିଜୁ ସ୍ବାସ୍ଥ୍ୟକାର୍ଡ କାହା ପାଇଁ? ମାଳମାଳ ଯୋଜନା ଥାଇ ବି ଚିଣ୍ଟୁର କାହିଁକି ହୋଇପାରୁନି ଚିକିତ୍ସା ? ଦେଖନ୍ତୁ କନ୍ଧମାଳର କୁନି ପୁଅ ଚିଣ୍ଟୁ ବଞ୍ଚିବା ପାଇଁ କେମିତି କରୁଛି ସଂଘର୍ଷ।
#TribalArea #helpless #MinorBoy #health #neglected #OdishaGovt #Kandhamal #Odisha #ArgusNews