ଅସହ୍ୟ ହେଲାଣି ତାତି । ମୁଣ୍ଡ ଫଟା ଖରାରେ ଅସ୍ତବ୍ୟସ୍ତ ହେଲାଣି ଜୀବନଯାତ୍ରା । ଝାରସୁଗୁଡା ଓ ବଲାଙ୍ଗୀର ହେଉଛି ସବୁଠାରୁ ଉତ୍ତପ୍ତ ସହର। ଏଠାରେ ତାପାମାତ୍ରା ୪୦.୨ ଡିଗ୍ରୀ ରେକର୍ଡ କରାଯାଇଛି
#Heatwave #temperature #weather #Jharsuguda #Balangir #ArgusNews