#ଲଗାଣ_ବର୍ଷା_ବଢାଇଲା_ଅଡୁଆ ।
ବୁଡିଲା ଗାଁ,ଘରେ ପଶିଲା ପାଣି । ଭୟରେ ନଦୀ କୂଳିଆ ଲୋକେ । ଏପଟେ ପାଣିପାଗ ବିଭାଗର ପୂର୍ବାନୁ ମାନ ଆହୁରି ୨୪ ଘଷ୍ଟା ଧରି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ୧୧ ଜିଲ୍ଲାକୁ ରେଡ ଏବଂ ୧୯ ଜିଲ୍ଲା କୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି
#HeavyRain #FloodSituation #Odisha #ArgusNews #Alert