ପ୍ରଚଣ୍ଡ ଶବ୍ଦରେ ଥରିଲା ଯାଜପୁର ଜ଼ିଲ୍ଲାର ବିଭିନ୍ନ ସ୍ଥାନରେ ଆଜି 2 ଥର ଭିଷଣ ଜୋରରେ ଶବ୍ଦ ଶୁଣିବାକୁ ମିଳିଛି l ଏହି ଶବ୍ଦ କୁ ନେଇ ଲୋକମାନେ ଭୟଭୀତ ହୋଇଥିବା ଦେଖିବାକୁ ମିଳିଛି l ଶବ୍ଦ ଶୁଣି ଲୋକେ ଘରୁ ବାହାରକୁ ଆସିବା ସହିତ ବାହାରେ ବସିରହିଥିବା ଦେଖିବାକୁ ମିଳିଛି ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି.....l
#ArgusNews #Jajpur #HeavySound #PeopleFear #Odisha