ଅର୍ଗସର ପ୍ରଭାବ । ନୟାପଲ୍ଲୀରେ ଦୀର୍ଘ ଦିନ ହେବ ଛୋଟିଆ ଦୋକାନରେ ଜୀବନ ବିତାଉଥିବା ବୁଧେଶ୍ୱର ସେଠୀକୁ ସହାୟତାର ହାତ ବଢ଼ାଇଲେ ବିଭିନ୍ନ ଅନୁଷ୍ଠାନ । ବୁଧେସ୍ୱରଙ୍କ ଦୋକାନକୁ ସଜାଡ଼ିବା ସହ ରାସନ ସାମଗ୍ରୀ ସହାୟତା କରାଯାଇଛି ।
#ArgusNews #Helpless #OldMan #Bhubaneswar #Nayapalli #Odisha