ବେଳେ ବେଳେ ଜୀବନ ଏମିତି ଏକ ଦୋଛକିରେ ଛିଡା ହୁଏ ଯେ, ତାହା କେହିବି କଳନା କରିପାରିବେନି । ଆଉ ଯାହାର ଏକ ଦୁଃଖଦ ଉଦାହରଣ ସାମ୍ନାକୁ ଆସିଛି ନୟାଗଡ଼ ଜିଲ୍ଲା ଖୁଣ୍ଟୁବନ୍ଧ ପଞ୍ଚାୟତ ଜାମୁସାହିର 38ବର୍ଷୀୟ ଶିଶିରଙ୍କ କ୍ଷେତ୍ରରେ । ଅସାଧ୍ୟ ରୋଗରେ ପୀଡିତ ହୋଇ ବଂଚିବା ପାଇଁ ସଂଘର୍ଷ କରୁଥିବା ଶିଶିର ଏବେ ଅର୍ଥ ଅଭାବରୁ ପ୍ରତ୍ୟେକ ଦିନ ବିତାଉଛନ୍ତି ଯନ୍ତ୍ରଣାଭରା ଜୀବନ
#ArgusNews #Nayagarh #NeedHelp #Treatment #Oidsha