#ହାଇକୋର୍ଟ_ବେଞ୍ଚ_ପାଇଁ_ସମସ୍ତେ_ଏକାଠି !
ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପୁନଃସ୍ଥାପନା ଦାବୀରେ ଆଜି ବଲାଙ୍ଗିର ବନ୍ଦ । ସବୁ କେନ୍ଦ୍ରୀୟ କାର୍ଯ୍ୟାଳୟ ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ଆଗରେ ପିକେଟିଂ କରି ବନ୍ଦ ପାଳନ କରାଯାଇଛି
#Balangir #HighcourtBench #Strike #ArgusNews #Odisha