ନିର୍ଣ୍ଣାୟକ ମୋଡ଼ରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ । ସୁପ୍ରିମକୋର୍ଟଙ୍କ ତାଗିଦ ସତ୍ତ୍ବେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଜାରି ରହିଛି ଆନ୍ଦୋଳନ । ସମ୍ବଲପୁର ଓ ଝାରସୁଗୁଡ଼ାଠାରେ ଓକିଲ ସଂଘକୁ ସମର୍ଥନ ଜଣାଇଛନ୍ତି ବିଭିନ୍ନ ସାମାଜିକ ସଂଗଠନ
#ArgusNews #HighCourtBench #Supremecourt #Sambalpur #Strike #Odisha